ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କଲେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ଲକ୍ଷ୍ନୌ: ଶୀତକାଳୀନ ବିଶ୍ରାମ ପରେ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଭାରତ ଯୋଡ଼ୋ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ ଯିବ ବୋଲି ସୂଚନା ରହିଛି। ଏହି ଅବସରରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବା ପାଇଁ ଇଛା ପ୍ରକାଶ କରିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ। ସେ ରାହୁଲଙ୍କ ନିକଟକୁ ଏକ ପତ୍ର ଲେଖି ଭାରତ … Continue reading ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କଲେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ